Latest Odisha News

BREAKING NEWS

ନିଜ ଆଗାମୀ ଆକ୍ସନ ମୁଭି ପାଇଁ ପ୍ରସ୍ତୁତ ହେଉଛନ୍ତି ଉର୍ବଶୀ!

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରାଉତେଲା ନିଜ ସୌନ୍ଦର୍ଯ୍ୟ ପାଇଁ ଯେତିକି ଲୋକପ୍ରିୟ ଅଭିନୟ ପାଇଁ ବି ସେ ସେତିକି ପରିଚିତ। ନିକଟରେ ଉର୍ବଶୀଙ୍କ ଏକ ଆକ୍ସନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଲଗାତାର ଉର୍ବଶୀଙ୍କୁ ଆଘାତ କରୁଛନ୍ତି। ଆଉ ସେ ମଧ୍ୟ ପଛକୁ ନହଟି ତାଙ୍କ ସହ ଲଢୁଥିବା ଦେଖିବାକୁ ମିଳିଛି।

BjdElectrycity

ତେବେ ଏଥିରୁ ଯାହା ଜଣାପଡ଼ୁଛି ଉର୍ବଶୀ ନିଶ୍ଚୟ କୌଣସି ଆକ୍ସନ ମୁଭି ପାଇଁ ସଜବାଜ ହେଉଛନ୍ତି। ତେବେ ଏ ନେଇ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

Bjd_BSKY
Leave A Reply

Your email address will not be published.