Latest Odisha News

୧୮ ହଜାର କିଲୋଗ୍ରାମର ବୋମା ପରୀକ୍ଷା କଲା ଆମେରିକା ନେଭି, ସମୁଦ୍ରରେ ସୃଷ୍ଟି ହେଲା ଭୂମିକମ୍ପ

ୱାଶିଂଟନ: ଆମେରିକା ଓ ଚୀନ ବିବାଦ ଧିରେ ଧିରେ ବିଶ୍ୱ ସମୁଦାୟକୁ ଏକ ଭୟଙ୍କର ବିପତି ଆଡକୁ ନେଇଯାଉଛି । ଚୀନ ଜଳଭାଗରେ ତାର ଶକ୍ତି ବୃଦ୍ଧି କରୁଥିବା ବେଳେ ଏହାକୁ ଟକ୍କର ଦେବା ପାଇଁ ଆମେରିକା ନେଭି ସମୁଦ୍ର ଗର୍ଭରେ ୧୮ ହଜାର କିଲୋଗ୍ରାମର ଏକ ବିରାଟ ବୋମା ପରୀକ୍ଷା କରିଛି । ଏହି ବୋମା ବିସ୍ଫୋରଣ ହେବା ସମୟରେ ସମୁଦ୍ର ଗର୍ଭରେ ଭୂମିକମ୍ପ ସୃଷ୍ଟି ହୋଇଥିଲା ।

ଆମେରିକା ଏହାକୁ ଏକ ସୁରକ୍ଷିତ ପରୀକ୍ଷା ଭାବେ ବର୍ଣ୍ଣନା କରୁଥିବା ବେଳେ ଏହି ପରୀକ୍ଷଣରେ ଅନେକ ସାମୁଦ୍ରିକ ଜୀବ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.