Latest Odisha News

BREAKING NEWS

କରୋନା ଭାଇରସ ଟୀକା : ଭାରତରେ ପଶୁଙ୍କ ଉପରେ ପରୀକ୍ଷଣ ଆରମ୍ଭ

ଅହମ୍ମଦାବାଦ:କରୋନା ଭାଇରସ ଟୀକା ବାହାର କରିବା ନେଇ ସାରା ବିଶ୍ୱର ମେଡିକାଲ ସଂସ୍ଥା ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଭାରତୀୟ କମ୍ପାନୀ ଜାୟଡସ କାଡିଲା କରୋନା ଭାଇରସ ଟୀକା ପ୍ରସ୍ତୁତ କରୁଛି । ୧୦ ବର୍ଷ ତଳେ ଏହି କମ୍ପାନୀ ସ୍ୱାଇନ ଫ୍ଲୁ ପାଇଁ ଟୀକା ବାହାର କରିଥିଲା ।

ବର୍ତମାନ କୋଭିଡ-୧୯ର ମୁକାବିଲା ପାଇଁ ପ୍ରସ୍ତୁତ ଟୀକା ପଶୁଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ କରିଛି । ଯଦି ସବୁ କିଛି ଠିକଠାକ୍ ହୁଏ ତାହାହେଲେ ୪ରୁ ୬ ମାସ ମଧ୍ୟରେ ଏହି ଟୀକା ପ୍ରସ୍ତୁତ ହୋଇଯିବ । ମାର୍ଚ୍ଚରୁ ଟୀକା ପ୍ରସ୍ତୁତି ଆରମ୍ଭ ହୋଇଛି । ଜାଇଡସ କମ୍ପାନୀ ହାଇଡ୍ରକ୍ସି କ୍ଲୋରୋକୁଇନ ମଧ୍ୟ ପ୍ରସ୍ତୁତ କରୁଛି ।

Leave A Reply

Your email address will not be published.