Latest Odisha News

ଏହି ରାଜ୍ୟରେ ଜୁନ୍‌ ୨୯ ଯାଏ ବଢିଲା ଲକ୍‌ଡାଉନ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପୁଣି ବଢିଲା ଲକ୍‌ଡାଉନ୍‌। ରାଜ୍ୟ ସରକାର କୋଭିଡ ପ୍ରତିବନ୍ଧକକୁ ଜୁନ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆଉ ଏକ ସପ୍ତାହ ବଢାଇ ଦେଇଛନ୍ତି ସରକାର।

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଜୁନ୍ ୨୨ ରୁ ଜୁନ୍ ୨୯ ପର୍ଯ୍ୟନ୍ତ କୋଭିଡ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.