ପୁରୀ : ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର । ଆସନ୍ତାକାଲି ଠାରୁ ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରରେ ହେବ ନାହିଁ ଟିକାକରଣ । ଏହା ବଦଳରେ ଆଉ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି । ଟିକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକ ହେଲା, ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ ରୋଡ୍ ସ୍ଥିତ ବେଟ୍ରିକ ସ୍କୁଲ, ଲୋକନାଥ ରୋଡ୍ ସ୍ଥିତ ଗଦାଧର ସ୍କୁଲ, ଭିଆଇପି ରୋଡ୍ ସ୍ଥିତ କନଭେଟ୍ ସ୍କୁଲ, ଗ୍ରାଣ୍ଡ ରୋଡରେ ଥିବା ବଳଗଣ୍ଡି ସ୍କୁଲ, ଭୋଳାନାଥ ସ୍କୁଲ ଓ ପୁରୀ ମ୍ୟୁନିସିପାଲିଟିରେ ଟିକାକରଣ ଅଭିଯାନ ଜାରି ରହିବ । ଆସନ୍ତାକାଲି ସକାଳ ୮ଟାରୁ ଦିନ ୧୨ଟା ଓ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଚାଲିବ ।
BREAKING NEWS
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
Comments are closed.