ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ମୁକାବିଲା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉଂସିଲ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭାଇରସ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସଗୁଡିକୁ ବନ୍ଦ କରିବା ନେଇ ରେସିଡେଣ୍ଟସ କମିଟି ମିଟିଙ୍ଗରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଅଧକ୍ଷା ସବିତା ଆଚାର୍ଯ୍ୟ ।
ପୂର୍ବରୁ ୧୪ ତାରିଖରୁ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଯେଉଁ ଛାତ୍ରଛାତ୍ରୀଙ୍କୁ ଯିବା ପାଇଁ ଚାଁହୁଛନ୍ତି ସେମାନେ ହଷ୍ଟେଲ ଛାଡି ଯାଇପାରିବା ନେଇ ବିଜ୍ଞପତି ପ୍ରକାଶ ପାଇଥିଲା ଜ୍ଝ ଏବଂ ଯେଉଁ ବିଭାଗ ଗୁଡିକର ମିଡ଼ ସେମିଷ୍ଟାର ରହିଛି, ସେସବୁ ଗୁଡିକର ୩୧ ମାର୍ଚ୍ଚ ପରେ ନିଷ୍ପତ୍ତି ନିଆଯିବ ।
BREAKING NEWS
- ‘ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ଯ୍ୟନ୍ତ ଧାନ କିଣା ଜାରି ରହିବ’
- Capital Crime:ପୋଲିସ କେସ୍ ଦେବାରୁ ମହିଳାଙ୍କୁ ଖଣ୍ଡାରେ ହାଣିଦେଲେ
- ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍; ଏହି ଘଟଣାକୁ ନେଇ ବିବାଦରେ ଥିଲେ…
- ଏଆଇ ନେଉଛି ଚାକିରି ଚର୍ଚ୍ଚା ଭିତରେ ଓପନ AIର ସିଇଓଙ୍କ ବୟାନ କଲା ଉତ୍ସାହିତ
- Firecracker Blast: ବାଣ ବିସ୍ଫୋରଣରେ ୩ ଗୁରୁତର; ଏସସିବି ସ୍ଥାନାନ୍ତର
- ଟି୨୦ ବିଶ୍ୱକପ : ଜିମ୍ବାୱେର ଏହି ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ହୋଇ ନାହାନ୍ତି ଆଉଟ
- ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ
- ୨୩ ଫେବୃଆରୀରୁ ଶନି ଏବଂ ମଙ୍ଗଳ ଏହି ୩ ରାଶିରେ ପ୍ରବେଶ କରିବେ, ଯାହା ବିପୁଳ ଆର୍ଥିକ କ୍ଷତିର ସଙ୍କେତ..
- ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ
- ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ
Comments are closed.