ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଫିଲ୍ମ ବବାଲ ଶୁଟିଂରେ ଏବେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ହୋଇ ପଡିଛନ୍ତି । ଏହା ତାଙ୍କ କ୍ୟାରିୟରର ଏ ପର୍ଯ୍ୟନ୍ତ ସବୁଠାରୁ ବ୍ୟୟ ବହୂଳ ଫିଲ୍ମ । ଏହି ଫିଲ୍ମ ଶୁଟିଂରେ ପ୍ରତିଦିନ ୨.୫ କୋଟି ଟଙ୍କା ବ୍ୟୟ ହେଉଛି । ଏହାର ୧୦ ଦିନର ଶିଡ୍ୟୁଲ ରହିଛି । ବବାଲର ମେକର୍ସ ଜର୍ମାନୀରୁ ଆକ୍ସନ ଡାଇରେକ୍ଟର ଆଣିଛନ୍ତି । ଫିଲ୍ମର ଶୁଟିଂ ପ୍ୟାରିସ, ବର୍ଲିନ, ପୋଲାଣ୍ଡ, ଆଷ୍ଟର୍ଡମ, କ୍ରାକୋ, ୱାରସ ସ୍ଥାନରେ ହୋଇଛି । ଏପ୍ରିଲ ୭ରେ ଏହି ଫିଲ୍ମ ରିଲିଜ ହେବ । ସାଜିଦ ନାଡିୟାଡୱାଲା ଏହାର ପ୍ରଡ୍ୟୁସର ଥିବା ବେଳେ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଆକ୍ସନ ପ୍ରେମ କାହାଣୀ ବୋଲି ନିତେଶ କହିଛନ୍ତି । ବରୁଣଙ୍କ ସହ ଜାହ୍ନବୀ କାପୁର ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.