Latest Odisha News

ପ୍ରକୃତ କୁଲୀ ନମ୍ବର ୱାନ ଫଟୋ ଶେୟାର କଲେ ବରୁଣ

ମୁମ୍ବାଇ: ବରୁଣ ଧାୱନ ତାଙ୍କର ଆଗାମୀ ଫିଲ୍ମ କୁଲୀ ନମ୍ବର ୱାନ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ଏହି ଅବସରରେ ବରୁଣ ଜଣେ ମହିଳା କୁଲୀଙ୍କ ଫଟୋ ଶେୟାର କରିଛନ୍ତି । ତାଙ୍କୁ ପ୍ରଶଂସା କରିବା ସହ ସେ ଲେଖିଛନ୍ତି ଇଏ ହେଉଛନ୍ତି ପ୍ରକୃତ କୁଲି ନମ୍ବର ୱାନ ।ଭାରତୀୟ ରେଳ ବାହିନୀରେ କାମ କରୁଥିବା ଏହି ମହିଳା କୁଲୀ ଜଣକ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହନ୍ତି । ମୁଁ ତାଙ୍କୁ ସମ୍ମାନ ଜଣାଇବା ସହ ନମସ୍କାର କରୁଛି ବୋଲି ବରୁଣ ଲେଖିଛନ୍ତି ।

Leave A Reply

Your email address will not be published.