ଭୁବନେଶ୍ୱର: ଓଲିଉଡର ଭେଟେରାନ ଅଭିନେତା ଅଜିତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ରାତିରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ଟେଷ୍ଟ କରିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏବେ ଚିକିତ୍ସାଧୀନ ଅଛନ୍ତି ।
BREAKING NEWS
- ସୁନୀତା ୱିଲମ୍ସଙ୍କୁ ମିଳିବ ଭାରତ ରତ୍ନ? ସଂସଦରେ ଉଠିଲା ଦାବି
- ବିଦ୍ୟୁତ୍ ଆଘାତ ସାଜୁଛି କାଳ; ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ
- ସ୍ତ୍ରୀ ରିଲ୍ସ କଲେ ବୋଲି ସ୍ୱାମୀଙ୍କ ଚାକିରି ଗଲା, ଜାଣନ୍ତୁ କାହିଁକି ?
- ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର…
- ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧାହେଲେ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ
- ମିଳିବ ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହମ, ହେଲେ କେବେ?
- ଘରେ ଚାଲିଥିଲା ସେକ୍ସ ରକେଟ୍; ବୃଦ୍ଧ ଦମ୍ପତିଙ୍କ ସମେତ ୩ ଗିରଫ
- ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର, ଏଫସିଆଇ ନେବ ୪୬ ଲକ୍ଷ
- ଆଇପିଏଲ: ବୁମରାହ, ଆକାଶଦୀପଙ୍କ ପ୍ରତ୍ୟାବର୍ତନରେ ହେବ ବିଳମ୍ବ
- ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଆଗତ ହେଲା ଓ୍ବାକଫ୍ ବିଲ୍
Comments are closed.