ଭୁବନେଶ୍ୱର: ଓଲିଉଡର ଭେଟେରାନ ଅଭିନେତା ଅଜିତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ରାତିରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ଟେଷ୍ଟ କରିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏବେ ଚିକିତ୍ସାଧୀନ ଅଛନ୍ତି ।
BREAKING NEWS
- Kirana Hills: ପାକିସ୍ତାନର ପରମାଣୁ ଠିକଣାକୁ ଆକ୍ରମଣ କରିଥିଲା କି ଭାରତ? ଅପରେସନ ସିନ୍ଦୂରର ଗୁମର ଖୋଲିଲେ ପୂର୍ବତନ CDS
- Blast At Hospital: ହସ୍ପିଟାଲରେ AC ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୧୫ କଅଁଳ ଶିଶୁଙ୍କ ଜୀବନ…
- ଜମି ଜାଲିଆତି ଘଟଣା; ୨ ରାଜସ୍ୱ ଅଧିକାରୀ ନିଲମ୍ବିତ
- ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ବିରୋଧରେ NBW ଜାରି
- ହସ୍ପିଟାଲରୁ ଫେରାର ବିଚାରାଧୀନ କଏଦୀ
- ପାକିସ୍ତାନ ମେଡିକାଲରେ ବଡ଼ ଅଘଟଣ !
- ପୁରୀରେ ମର୍ଡର, ପଥରରେ ଛେଚି ଯୁବକଙ୍କୁ ହତ୍ୟା
- ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପଡିପାରେ ପ୍ରଭାବ
- ଟ୍ରକକୁ ଧକ୍କା ଦେଲା ବସ୍; ୬ ମୃତ, ବହୁ ଆହତ
- ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Comments are closed.