ଭୁବନେଶ୍ବର : ରାଜ୍ୟରେ ସାଂଘାତିକ ହେଉଛି ମହାମାରୀ କରୋନା । ପ୍ରତିଦିନ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କିଲର ଭାଇରସ । ଆଜି କରୋନାରେ ପ୍ରାରଣ ହରାଇଛନ୍ତି ଜଣେ ବିଚାରପତି । ମହାମାରୀ କରୋନାରେ କଟକ ଭିଜିଲାନ୍ସ ବିଚାରପତି ରାଜକିଶୋର ନାୟକଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦେହାନ୍ତ ହୋଇଛି । କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଭିଜିଲାନ୍ସ ବିଚାରପତିଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ବିୟୋଗ ହୋଇଛି ।
BREAKING NEWS
- ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ
- Puri Temple Land in Pak: ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି! ୩୬ ହଜାର ଏକର ସମ୍ପତ୍ତିର ହେବ ବଡ଼ ଯାଞ୍ଚ…
- ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ
- ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ
- PM-Xi Jinping Bilateral: ଆସୁଛନ୍ତି ଜିନପିଙ୍ଗ…ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ଼ ବୈଠକ?
- ଦେଶବ୍ୟାପୀ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ, ସପ୍ତାହକୁ ୫ ଦିନ କାମ…
- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର
- ପ୍ରବଳ ବର୍ଷା ଆଶଙ୍କା; ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Comments are closed.