ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଚର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସେ ଲେବରକାର୍ଡ ପେମେଣ୍ଟ ପାଇଁ ୧୬ହଜାର ଟଙ୍କା ନେବା ସମୟରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଦ୍ୱାରା ଧରାପଡ଼ିଥିଲେ ।
Comments are closed.