ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ପକ୍ଷରୁ ଅଜୟଙ୍କ ଟଙ୍କପାଣି ରୋଡ୍, ପଟିଆରେ ଥିବା ଫ୍ଲାଟ୍, ବାଲେଶ୍ବରରେ ଥିବା ୨ ମହଲା ଘର , ନୂଆଗାଁରେ ଥିବା ଘର ଓ ପୁରୀରେ ଥିବା ଏକ ଫ୍ଲାଟ୍ରେ ଚଢଉ କରାଯାଇଛି ।
BREAKING NEWS
- Damage Gas Pipeline: ପାକିସ୍ତାନକୁ ବଡ ଝଟକା; ତେଲ ସଙ୍କଟ ବେଳେ ଗ୍ୟାସ ପାଇପଲାଇନକୁ ଉଡ଼ାଇ ଦେଲେ…
- ଆଇପିଏଲ ୨୦୨୬: ଅଭ୍ୟାସ ସେଶନ ନେଇ ଗାଇଡଲାଇନ ଜାରୀ କଲା ବିସିସିଆଇ
- Bomb Threat: ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ, ପୋଲିସ ଯାଞ୍ଚ ପରେ…
- ଟିମ ଇଣ୍ଡିଆ ଏକକାଳୀନ ଖେଳିବ ୨ଟି ସିରିଜ, ଚୟନ ହେବେ ୩୦ ଖେଳାଳି
- Ganja Seized: ୧୧୧ କେଜିର ଗଞ୍ଜେଇ ଜବତ, ୫ ଜଣ ଗିରଫ
- ଏବେ କେମିତି ଅଛନ୍ତି ରାମାୟଣର କୈକେୟୀ ?
- Qatar to Odisha: ମଧ୍ୟପ୍ରାଚ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ କତାରରୁ ଅଣାଗଲା ଓଡ଼ିଆ ଶ୍ରମିକଙ୍କ ମରଶରୀର
- Odisha Politics: ରାଜ୍ୟସଭା ନିର୍ବାଚନକୁ ନେଇ ଏମିତି କହିଲେ ବିଜେଡି ବିଧାୟିକା ସୁବାସିନୀ
- IAS Reshuffles: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
- ବିଶ୍ୱକପ ଖେଳିବା ଅପେକ୍ଷା ଜରୁରୀ ଥିଲା ବାପାଙ୍କ ପାଖରେ ରହିବା
Comments are closed.