ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରୀଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ରେଡ୍ ଚାଲିଛି । ଏହାସହ ଯନ୍ତ୍ରୀ ରହୁଥିବା ଭଡା ଘର, ଦେଓଗାଁ ବ୍ଲକର ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଗ୍ରାମରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ରେଡ୍ ସରିବା ପରେ ଗିରୀଶ ପାତ୍ରଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ମିଳିପାରିବ ।
BREAKING NEWS
- ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପରିଚୟପତ୍ର ବାଧ୍ୟତାମୂଳକ
- ‘ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ଯ୍ୟନ୍ତ ଧାନ କିଣା ଜାରି ରହିବ’
- Capital Crime:ପୋଲିସ କେସ୍ ଦେବାରୁ ମହିଳାଙ୍କୁ ଖଣ୍ଡାରେ ହାଣିଦେଲେ
- ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍; ଏହି ଘଟଣାକୁ ନେଇ ବିବାଦରେ ଥିଲେ…
- ଏଆଇ ନେଉଛି ଚାକିରି ଚର୍ଚ୍ଚା ଭିତରେ ଓପନ AIର ସିଇଓଙ୍କ ବୟାନ କଲା ଉତ୍ସାହିତ
- Firecracker Blast: ବାଣ ବିସ୍ଫୋରଣରେ ୩ ଗୁରୁତର; ଏସସିବି ସ୍ଥାନାନ୍ତର
- ଟି୨୦ ବିଶ୍ୱକପ : ଜିମ୍ବାୱେର ଏହି ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ହୋଇ ନାହାନ୍ତି ଆଉଟ
- ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ
- ୨୩ ଫେବୃଆରୀରୁ ଶନି ଏବଂ ମଙ୍ଗଳ ଏହି ୩ ରାଶିରେ ପ୍ରବେଶ କରିବେ, ଯାହା ବିପୁଳ ଆର୍ଥିକ କ୍ଷତିର ସଙ୍କେତ..
- ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ
Comments are closed.