Latest Odisha News

BREAKING NEWS

ପୋଲାଣ୍ଡ ଓପନ ରେସଲିଂ: ସ୍ୱର୍ଣ୍ଣ ପଦକଠାରୁ ଗୋଟିଏ ପାଦ ଦୂରରେ ଭାରତୀୟ ମହିଳା ରେସଲର ଭିନେଶ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ପୋଲାଣ୍ଡ ଓପନ ରେସଲିଂରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ୫୩ କିଗ୍ରା ଫ୍ରି ଷ୍ଟାଇଲ ବିଭାଗରେ ସେ ଏବେ ସ୍ୱର୍ଣ୍ଣ ପଦକଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି । ଫାଇନାଲରେ ସେ ୟୁକ୍ରେନର ଖିରିସ୍ତାନ ବେରେଜାଙ୍କୁ ଭେଟିବେ ।

ଭିନେଶ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ମଧ୍ୟରେ ରୁଷିଆର ଇକାଟେରିନା ପୋଲେଶ୍ଚୁଚକଙ୍କୁ ୬-୨ ଏବଂ ଆମେରିକା ଆମି ଆନ ଫର୍ଣ୍ଣାସାଇଡଙ୍କୁ ୬-୦ରେ ପରାସ୍ତ କରିଥିଲେ । ସେହିପରି ଅଂଶୁ ମଲିକ ଆଘାତ ସମସ୍ୟା ଯୋଗୁ ୫୭ କେଜି ବିଭାଗରୁ ଓହରି ଯାଇଛନ୍ତି ।

Leave A Reply

Your email address will not be published.