ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ରବିବାର ଭାରତୀୟ ପାରା ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଏ ପର୍ଯ୍ୟନ୍ତ ୩ଟି ପଦକ ଜିତି ସାରିଛନ୍ତି । ଭାବିନା ପଟେଲ(ରୌପ୍ୟ), ନିଶାଦ କୁମାର (ରୌପ୍ୟ) ଏବଂ ବିନୋଦ କୁମାର (ବ୍ରୋଞ୍ଜ)ଭାରତ ପାଇଁ ପଦକ ଜିତି ସାରିଛନ୍ତି । ହାଇଜମ୍ପ ଟି୪୭ ଇଭେଂଟରେ ନିଶାଦ କୁମାର ୨.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ଜିତଛନ୍ତି । ଆମେରିକାର ରୋଡେରିକ ଟାଉନ୍ସେଣ୍ଡ ୨.୧୫ ମିଟର ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିଶାଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତିଥିଲେ ।
ଡିସକସରେ ବିନୋଦଙ୍କଚୁ ବ୍ରୋଞ୍ଜ: ଡିସକସ ଥ୍ରୋ ଏଫ୫୨ରେ ବିନୋଦ କୁମାର ନୁତନ ଏସୀୟ ରେକର୍ଡ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୯.୯୧ ମିଟର ଦୂରତାକୁ ଡିସକସ ଥ୍ରୋ କରି ସେ ଏହି ସଫଳତା ହାସଲ କରିଛନ୍ତି ।
BREAKING NEWS
- ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲା;ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ
- ଧୋନୀଙ୍କ ଖାସ କ୍ଲବରେ ଏଂଟ୍ରି ମାରିବେ ସଞ୍ଜୁ ସାମସନ, କୋହଲି ରଚିବେ ଇତିହାସ
- SCB Hospital Fire:SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ;୪ ଅଧିକାରୀ ନିଲମ୍ବିତ
- ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
- Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…
- ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
Comments are closed.