Latest Odisha News

BREAKING NEWS

[ଭିଡିଓ] ମାର୍କଟରେ ନୂଆ ଟ୍ରେଣ୍ଡ ”ମେହେନ୍ଦି ବ୍ଲାଉଜ”

ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ‘ମେହେନ୍ଦି ବ୍ଲାଉଜ’ । ହେଲେ ଏହି ‘ମେହେନ୍ଦି ବ୍ଲାଉଜ’ କଣ ? କହିବାକୁ ଗଲେ ଏହା ଏକ ବ୍ଲାଉଜ ନୁହେଁ । ବରଂ ହୀନା ମେହେନ୍ଦିକୁ ବଡିରେ ଆର୍ଟ କରାଯାଇ ବ୍ଲାଉଜର ରୂପ ଦିଆଯାଇଛି । ଜଣେ ମଡେଲ ଏହି ହିନା ମେହେନ୍ଦିରେ ତିଆରି ବ୍ଲାଉଜକୁ ପିନ୍ଧିଛନ୍ତି । ଆଉ ଏହି ବ୍ଲାଉଜରେ ଟିପିକାଲ ମେହେନ୍ଦି ଡିଜାଇନ କରାଯାଇଛି ।

ଭେରାଇଟା ମେହେନ୍ଦି ଏବେ ବଜାରର ମିଳୁଛି ଏହି ସବୁକୁ କିଣି ଯୁବପିଢୀ ନିଜ ବଡିରେ ଆର୍ଟ କରୁଛନ୍ତି । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ମଡେଲ ଜଣକ ମୁଣ୍ଡରେ ଟପନଟ କରି ଗଜରା ଲଗାଇବା ସହ ହ୍ୱାଇଟ କଲରର ଶାଢୀ ପିନ୍ଧି ହିନା ମେହେନ୍ଦିରେ ତିଆରି ବ୍ଲାଉଜ ପିନ୍ଧି ଚାଲୁଥିବାର ନଜର ଆସିଥିଲେ । ଏହି ମଡେଲଙ୍କ ଏହି ନୂଆ ବ୍ଲାଉଜ ଟ୍ରେଣ୍ଟ ଏବେ ଯୁବପିଢୀଙ୍କୁ ଖୁବ୍ ଆକୃଷ୍ଟ କରୁଛି । ଏବେ ବାହାଘର ସିଜିନ୍ ଚାଲିଥିବା ବେଳେ ଏହି ହିନା ମେହେନ୍ଦି ବ୍ଲାଉଜ ୟଙ୍ଗମାସଙ୍କୁ ବେଶ୍ ଆକ୍ଟ୍ରାକ୍ଟ କରୁଛି ।

Leave A Reply

Your email address will not be published.