Latest Odisha News

BREAKING NEWS

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା ।

ଭିଡିଓ ରେକର୍ଡ ମୋଡ୍ ଅନ୍ ଥିବା ସମୟରେ ହିଁ ଶୁଆଟି ମୋବାଇଲ ଧରି ଉଡିବାରେ ଲାଗିଥିଲା । ଶୁଆଟି ଅଟକିବାକୁ ଚାହିଁଥିଲେ ବି ଲୋକଙ୍କ ଭୟରେ କ୍ରମାଗତ ଉଡି ଚାଲିଥିଲା । ହେଲେ ଶେଷରେ ଗୋଟିଏ କାର ଉପରେ ଶୁଆଟି ଅଟକିବାରେ ଦେଖାଯାଇପାରେ ।

Leave A Reply

Your email address will not be published.