Latest Odisha News

BREAKING NEWS

Browsing Tag

mobile

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯତ୍ନ ସେବାର ପ୍ରସାର

ଝାରସୁଗୁଡ଼ା: ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓବେଦାନ୍ତ ଲିମିଟେଡ ଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ,…

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ଓଡ଼ିଶାର ୨୦% ଲୋକଙ୍କ ପାଖରେ ପହଞ୍ଚି ପାରିନି ମୋବାଇଲ୍ ସେବା

ଭୁବନେଶ୍ୱର: ଡିଜିଟାଲ୍ ଇଣ୍ଡିଆ କଥା ଉଠୁଛି । ସରକାର ଅନଲାଇନ୍ ଦେଣନେଣ ଠୁ ନେଇ ସବୁ ସେବା ଡିଜିଟାଲ୍ ମୋଡରେ ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ଜନ୍ମ, ମୃତ୍ୟୁ ପଞ୍ଜିକରଣ ଆବେଦନ ବି ଅନଲାଇନରେ କରାଯାଉଛି । ଅଥଚ ଓଡ଼ିଶାର ସମସ୍ତଙ୍କ ପାଖରେ ମୋବାଇଲ୍ ସେବା ପହଞ୍ଚି ପାରିନି ।…

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ…

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ…

ସେଲଫି ହେଲା କାଳ ; ପାଣିରେ ଭାସି ୪ ଯୁବତୀ ମୃତ

ନୂଆଦିଲ୍ଲୀ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ…

[ଦେଖନ୍ତୁ ଭିଡିଓ] ଚୋରି ଓ ହଜି ଯାଇଥିବା ମୋବାଇଲକୁ ଠାବ କରି ଫେରାଇଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା: ବିଭିନ୍ନ ଜିଲ୍ଲାରେ ମୋବାଇଲ୍ ଚୋରି ମାମଲା ବଢ଼ିବାରେ ଲାଗିଛି । ଝାରସୁଗୁଡ଼ା ପୋଲିସ ସ୍ୱତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଚୋରି ଓ ହଜି ଯାଇଥିବା ୨୦୧ଟି ମୋବାଇଲ୍ ଠାବ କରିବା ସହ ହିତାଧିକାରୀଙ୍କୁ ଫେରାଇଛି । ଏଥିପାଇଁ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍ ।…

ଭାଇରାଲ୍ ଭିଡିଓ: ମାଙ୍କଡର ମୋବାଇଲ ପ୍ରେମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍‌ର ଆଖ୍ୟା ମୁଣ୍ଡାଇଥାଏ । ବିଷୟ ବସ୍ତୁ ଯାହା ବି ଥାଉନା କାହିଁକି, ସବୁ କିଛି ସେୟାରିଂ ଉପରେ ନିର୍ଭର କରେ । ଏଇ ଯେମିତି ମାଙ୍କଡ ଓ ମୋବାଇଲକୁ ନେଇ ଏକ ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି । Monkeys Shown…

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା । Parrot takes…