ଭୁବନେଶ୍ୱର: ହିନ୍ଦୁ ଓ ଭାରତ ବିରୋଧୀ ଭାଷଣ ପାଇଁ ଚର୍ଚ୍ଚାରେ ଏଆଇଡିୟୁଏଫ୍ ମୁଖ୍ୟ ବଦ୍ରୁଦ୍ଦିନ୍ ଅଜମଲ । ମୋଗଲ ଶାସନ ଇତିହାସଠୁ ଆରମ୍ଭ କରି ଭାରତରେ ଇସଲାମିକ ଧର୍ମ ରାଜୁତି କରିବା ଭଳି ଦାବି ମଧ୍ୟ ସାମ୍ନାକୁ ଆସିଛି । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସ୍ତମ୍ଭକାର ଓ ଖବର ପ୍ରସାରଣ ସଂସ୍ଥା ବି ବଦରୁଦ୍ଦିନଙ୍କ ଭାଷଣକୁ ସତ ବିବେଚନା କରିଛନ୍ତି । ହେଲେ ଅସଲ ଘଟଣା ଏବେ ବି ସାଧାରଣ ଜନତାଙ୍କଠାରୁ ଲୁଚି ରହିଛି ।
BREAKING NEWS
- ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ
- ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ଋଷର ପ୍ରତିଶୋଧ, ୟୁକ୍ରେନ ଉପରେ କଲା ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼
- ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ
- ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା
- ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି
- ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ
- ଫିଲ୍ମ ସେଟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୁମି ପେଡନେକର କଲେ ବଡ ଖୁଲାସା..
- ଅଷ୍ଟ୍ରେଲିଆରେ ଆଜି ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଟିମର ପ୍ରଦର୍ଶନ
- ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ; ବଦଳିଲା କର୍ମଚାରୀଙ୍କ ଅଫିସ୍ ସମୟ
Comments are closed.