Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ମିଶନ ଆପୋଲୋ ୧୧, ସତ ନା ମିଛ ?

ଭୁବନେଶ୍ୱର: ଇଣ୍ଟରନେଟରେ ଘୁରିବୁଲୁଛି ଅନେକ ତଥ୍ୟ । ଖାସ କରି ସୋସିଆଲ ମିଡିଆରେ ପ୍ରତିଦିନ ସାମ୍ନାକୁ ଆସୁଛି ଭଳିକିଭଳି ଖବର ଓ ଘଟଣା । ସେଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଛି । ଆଉ କିଛି ମିଛ ଗୁଜବ ରୂପେ ଅଧିକ ମାତ୍ରାରେ ପ୍ରଚାର ହେଉଛି । ହେଲେ ନିକଟରେ ମିଶନ୍ ଆପୋଲୋ ୧୧ର ସତ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି ସୋସିଆଲ୍ ମିଡିଆ ୟୁଜର୍ । ଏପରିକି ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରପୃଷ୍ଠ ଅବତରଣକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛିି…

 

Leave A Reply

Your email address will not be published.