Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେଉଁଠୁ ଆସିଲା “ଜିମ୍ ଜିହାଦ୍‌” ଶବ୍ଦ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଏକ ଆପତ୍ତିଜନକ ଭିଡିଓ । ଜିମ୍‌ରେ ଚାଲିଛି ଜିହାଦ୍ । ଲୋକେ ନାଁ ଦେଇଛନ୍ତି “ଜିମ୍ ଜିହାଦ୍‌” । ବୋଧ ହୁଏ ଲଭ୍ ଜିହାଦ୍ ପରେ ଆଉ ଏକ ନୂଆ ଶବ୍ଦ ଜନ୍ମ ନେଇଛି । ହେଲେ ଭିଡିଓକୁ ବଳିଯାଇଛି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଉତ୍ତେଜକ କ୍ୟାପ୍ସନ୍ । ଭିଡିଓ ଓ କ୍ୟାପ୍ସନର ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମର ସ୍ପେଶାଲ ରିପୋର୍ଟ ।

Leave A Reply

Your email address will not be published.