Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] ଲାଇଭ ସୋ’ ରେ ନ୍ୟୁଜ ଉପସ୍ଥାପିକାଙ୍କର ଗଳି ପଡ଼ିଲା ଦାନ୍ତ, ଆଉ ତା ପରେ…

ଓଡିଶା ସମ୍ବାଦ ବ୍ୟୁରୋ: ଲାଇଭ୍ ଟିଭି ସୋ’ରେ ପଢୁଥିଲେ ନ୍ୟୁଜ୍ । ହଠାତ ପାଟିରୁ ଖସିପଡିଲା ଦାନ୍ତି ।ଆଉ ତାପରେ କଣ ହେଲା?

ସୂଚନାଯୋଗ୍ୟ, ଏହି ଦୃଶ୍ୟ ୟୁକ୍ରେନର ଏକ ଟିଭି ସୋ’ର । ଏଥିରେ ଚ୍ୟାନେଲର ଖବର ଉପସ୍ଥାପିକା ମରିକା ପଡଲ୍କୋ ନ୍ୟୁଜ୍ ପଢୁଥିଲେ । ଅଚାନକ୍ ତାଙ୍କ ପାଟିରୁ ଦାନ୍ତ ଖସିପଡିଥିଲା । ଏହାଦେଖି ନ୍ୟୁଜ ପଢି ପଢି ଆଙ୍କର ଜଣକ ନିଜ ମୁହଁ ଉପରେ ହାତ ରଖିଥିଲେ ଓ ଦାନ୍ତଟି ଧରିପକାଇଥିଲେ ।

ତେବେ ଏଭଳି କ୍ଷେତ୍ରରେ ମଧ୍ୟ ସେ ଅନ୍ୟମନସ୍କ ନହୋଇ ବିନା କୋୖଣସି ପ୍ରତିକ୍ରିୟାରେ ନିଜର ନ୍ୟୁଜ୍ ପଢିବାକୁ ଲାଗିଲେ । ଏହି ଭିଡିଓଟି ବେଶ ଭାଇରାଲ ହୋଇଥିବା ବେଳେ ଲୋକମାନେ ମହିଳା ଆଙ୍କର ଜଣଙ୍କୁ ଅନେକ ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉକ୍ତ ମହିଳା ଜଣଙ୍କ ଏହି ଭିଡ଼ିଓଟି ସେୟାର କରି ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ.…

Leave A Reply

Your email address will not be published.