Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଲେ କ୍ରିକେଟର ସେହ୍ୱାଗ

ଚଣ୍ଡୀଗଡ: କରୋନା ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ଶ୍ରମିକମାନେ ହାତରେ କାମ ଧନ୍ଧା ନ ଥିବା ବେଳେ ସେମାନେ ଖାଲି ହାତରେ ଘରକୁ ଫେରିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହ୍ୱାଗ ତାଙ୍କ ପତ୍ନୀ, ମାଆ ଏବଂ ପୁଅ ସହ ମିଶି ଏହି ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ।

ସେମାନଙ୍କୁ ଖାଦ୍ୟ ବାଂଟିବା ବେଳେ ଯେଉଁ ଆତ୍ମ ସନ୍ତୋଷ ମିଳୁଛି ତାହା ମୁଁ କାହାଠାରୁ ଦେଖୁ ନାହିଁ । ଏହି ଅବସରରେ ସେହ୍ୱାଗ ଫାଉଣ୍ଡେଶନକୁ ସାହାଯ୍ୟ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ସଂଗଠନ ସର୍ବଦା ଶ୍ରମିକଙ୍କ ସହାୟତା ପାଇଁ ଆଗେଇ ଆସିଥାଏ ।

Leave A Reply

Your email address will not be published.