ଜାକାର୍ତା: ପ୍ରକୃତି ତାର ପରିବ୍ୟାପ୍ତ ସୀମା ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଛି । ସେଥି ମଧ୍ୟରୁ ଗୋଟିଏ ହେଲେ ଇଣ୍ଡୋନେସିଆର ଜ୍ୱାଳାମୁଖୀ କାହ୍ୱା ଜେନ୍ । ସାଧାରଣତଃ ଆଗ୍ନେୟଗିରିରୁ ଉତପ୍ତ ଲାଭା ଉଦଗୀରଣ ହେଲା ଏହାର ରଙ୍ଗ ପ୍ରାୟତଃ ହଳଦିଆ କିମ୍ବା ନାଲି ହୋଇଥାଏ । ମାତ୍ର କାହ୍ୱା ଜେନ୍ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । ଏଥିରୁ ନିର୍ଗତ ନୀଳ ରଙ୍ଗର ଲାଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଛି ।
ସୋସିଆଲ ସାଇଟରେ ଏହାର ଫଟୋ ଶେୟାର ହେବା ପରେ ଭାଇରାଲ ହୋଇଛି । ବିଶେଷଜ୍ଞମାନେ ଏହାର କାରଣ ସମ୍ପର୍କରେ କହିଛନ୍ତି ପ୍ରକୃତରେ ଏହି ଉତପ୍ତ ଲାଭାରେ ମାତ୍ରାଧିକ ପରିମାଣର ସଲଫର ରହିଥିବାରୁ ଏହା ନିଓନ ବ୍ଲୁ ରଙ୍ଗର ରୂପ ନେଉଛି । ତେବେ ସେ ଯାହା ହେଉ ଆଖି ଓ ମନକୁ ଆନ୍ଦୋଳିତ କରୁଥିବା ଲାଭାର ଫଟୋକୁ ଅନେକ ଅବତାର ଫିଲ୍ମ ସହିତ ମଧ୍ୟ ଯୋଡିଛନ୍ତି ।
BREAKING NEWS
- ସିଦ୍ଧାର୍ଥ ମିଶ୍ର ICICI ଲାଇଫ୍ ଇନସ୍ୟୁରାନ୍ସର ନୂଆ ସିଇଓ, ଜାଣନ୍ତୁ ଓଡ଼ିଶା ସହ କଣ ଲିଙ୍କ୍…
- Jantar Mantar protest: ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ! ଶାହଙ୍କୁ ଜବାବ ମାଗିଲେ ରାହୁଲ
- ଇସ୍ରାଏଲ୍ ଗସ୍ତ ପାଇଁ କ୍ୟାପ୍ଟେନ୍ ସ୍ମିତ୍ଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ: “ଆପଣ ସାରା ବିଶ୍ୱର ନାୟକ”
- ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ୨ ଜଣଙ୍କୁ ଧରିଲା ପୋଲିସ
- ଗୁଗଲ୍ ଫର୍ମ ସେୟାର କରି ସ୍ୱାମୀ ଖୋଜୁଛନ୍ତି ମହିଳା, ଆବେଦନ କଲେଣି ୨୪୦ରୁ ଅଧିକ
- ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଉତ୍ସବ
- ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୫.୯…
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ

Comments are closed.