Latest Odisha News

BREAKING NEWS

କ୍ଷମା ମାଗିଲେ ୱାରିସ ପଠାନ୍

ମୁମ୍ବାଇ:ଏଆଇଏମଆଇଏମର ନେତା ୱାରିସ ପଠାନ ତାଙ୍କର ୧୫ କୋଟି ୱାଲା ଭାଷଣବାଜି ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ମୋତେ ରାଜନୈତିକ ଉଦେ୍ଧଶ୍ୟ ନେଇ ଫସାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ମୋ ସ୍ଳୋଗାନ ନେଇ କାହାକୁ ଆଘାତ ଲାଗିଛି ତାହାହେଲେ ଦୁଃଖିତ । ପ୍ରକୃତରେ ବିବାଦୀୟ ଭାଷଣବାଜି ନେଇ ସେ ସବୁଆଡୁ ସମାଲୋଚନାର ଶିକାର ହେଲେ ।

ଏପରିକି ତାଙ୍କ ପାର୍ଟି ମଧ୍ୟ ଏଥିନେଇ ଚେତାବନୀ ଜାରି କରିଥିଲା । ବିଜେପି ୧୦୦ କୋଟିଙ୍କଠାରୁ ଆମକୁ ଅଲଗା କରୁଛି ବୋଲି ସେ ଏହି ଅବସରରେ କହିଥିଲେ ।

Leave A Reply

Your email address will not be published.