ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଅତିଥି ଚୋର । ବିବାହ ଭୋଜିକୁ ଅତିଥି ବେଶରେ ଆସି ଲୁଟ କରୁଥିବା ଚୋରକୁ କାବୁ କରିଛି ଖଣ୍ଡଗିରି ଥାନା ପୁଲିସ । ଅଭିଯୁକ୍ତ ସେକ୍ ଅବଦୁଲ ଲତିର ଓରଫ ନନ୍ଦୀ ପାଖାପାଖି ୩ ଟି ରିସେପ୍ସନ ପାର୍ଟିରୁ ଲକ୍ଷାଧିକ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା । ଶେଷରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ମୁତାବକ, ବିବାହ ମଣ୍ଡପରୁ ୪ ଲକ୍ଷ ଟଙ୍କାର ଗିଫ୍ଟ ଚୋରି ନେଇ ୨୦୧୯ ମସିହାରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଖୋଲତାଡ ଆରମ୍ଭ କରିଥିଲା । ଏହା ପରେ ଗାଡି ସର୍ଭିସିଂ ସେଂଟରୁ ଆଜି ତାକୁ ପୋଲିସ ଧରିଛି । ତା ନିକଟରୁ ୪ ଲକ୍ଷ ଟଙ୍କା, ସୁନା, ରୂପା ଓ ଦୁଇଟି ବାଇକକୁ ଜବତ କରିଛି । ସେକ୍ ଅବଦୁଲ ସହ ଆଉ କେତେ ଜଣ ଗ୍ୟାଙ୍ଗର ଏଥିରେ ଲିଙ୍କ ରହିଛି ସେନେଇ ତାକୁ ପଚରାଉଚରା ଜାରି ରଖିଛି ପୋଲିସ ।
BREAKING NEWS
- Dosa In Prasad: ଭାରତର ଏହି ମନ୍ଦିରରେ ପ୍ରସାଦରେ ବଣ୍ଟାଯାଏ ଦୋସା; କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!
- Warning Signs of Liver Damage: ଯଦି ଆପଣଙ୍କ ମୁହଁରେ ଦେଖାଯାଏ ଏହି ୫ ସଙ୍କେତ, ବୁଝିଯାଆନ୍ତୁ ବିପଦରେ ଆପଣଙ୍କ ଯକୃତ…
- Indian Pilgrims: ଖାଇକୁ ଖସି ପଡିଲା ଭାରତୀୟଙ୍କୁ ନେଇ ଯାଉଥିବା ବସ୍; ୭ ଜଣଙ୍କର ମୃତ୍ୟୁ, ଅନେକ ଆହତ
- ସାମସନଙ୍କ ବଡ ଖୁଲାସା…… ଅଭିଷେକଙ୍କ ଲୋକପ୍ରିୟତାକୁ କେତେକ ଖେଳାଳି ହଜମ କରିପାରୁ ନ ଥିଲେ
- Why LPG, not Petrol or Diesel: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କାହିଁକି ସଙ୍କଟରେ କେବଳ LPG? ପେଟ୍ରୋଲ ଏବଂ ଡିଜେଲ ଅଭାବର କାହିଁକି ନାହିଁ ଖବର?
- କାବୁଲ ସମେତ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପାକ୍ ବିମାନ ଆକ୍ରମଣ, ଭାରତର ଦୃଢ଼ ପ୍ରତିବାଦ
- Strict Action Against Child Begging: ଶିଶୁ ଭିକ୍ଷାବୃତ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା OSCPCR
- ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଅସ୍ତ୍ରଶସ୍ତ୍ର ସହ ଜଣେ ଆତଙ୍କବାଦୀ ନିହତ
- ‘ଆତ୍ମ-ମଗ୍ନ ପ୍ରଧାନମନ୍ତ୍ରୀ…ଚାବାହାର ଆଉ ଦେଖାଯାଉନାହିଁ…’, ମୋଦି ସରକାରଙ୍କୁ ତାତ୍ସଲ୍ୟ କଲା କଂଗ୍ରେସ
- Biggest Instagram Features to Stop: Instagram ବ୍ୟବହାରକାରୀଙ୍କ ପାଇଁ ବଡ଼ ଝଟକା, ବନ୍ଦ୍ ହେବ ଏହି ସୁବିଧା…ବଢିପାରେ ସୁରକ୍ଷା ଚିନ୍ତା
Comments are closed.