Latest Odisha News

BREAKING NEWS

କାହାକୁ କୋଭିଡ-୧୯ ପରୀକ୍ଷାର ଆବଶ୍ୟକତା ରହିଛି ? ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ଲୋକଙ୍କୁ କୋଭିଡ-୧୯ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ । ମୁଖ୍ୟତଃ ସେହି ବ୍ୟକ୍ତିଙ୍କୁ ଦରକାର, ଯେଉଁମାନେ କୋଭିଡ-୧୯ ପ୍ରଭାବିତ ଦେଶରୁ ଯାତ୍ରା କରିଛନ୍ତି କିମ୍ବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି ।

କେଉଁ ବ୍ୟକ୍ତିଙ୍କୁ କୋଭିଡ-୧୯ ପରୀକ୍ଷା କରାଇବା ଉଚିତ୍‌ ?:

ଯେଉଁମାନେ ଗତ ୧୪ ଦିନରେ କୌଣସି ଅନ୍ତର୍ଜାତୀୟ ଯାତ୍ରା କରିଛନ୍ତି । ଯିଏ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଯେଉଁମାନେ ସ୍ୱାସ୍ଥ୍ୟକର୍ମୀ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର ଶ୍ୱାସ ସମ୍ବନ୍ଧୀୟ ରୋଗୀ, ଇନଫ୍ଲୁଏଞ୍ଜା ଭଳି ରୋଗ କିମ୍ବା ନିମୋନିଆରେ ପୀଡିତ ଥିବା ରୋଗୀଙ୍କୁ କରୋନା ପରୀକ୍ଷା କରାଇ ନେବା ଉଚିତ୍ ।

Leave A Reply

Your email address will not be published.