ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଦିନ ଶୁଭ୍ରାଂଶୁ ନାମକ ଏକ ଅଣ୍ଡିରା ଧଳା ବାଘର ମୃତ୍ୟୁ ଘଟିଛି ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଏହି ୫ ବର୍ଷର୍ୀୟ ଧଳା ବାଘଟି ଗତ କିଛି ଦିନ ହେବ କିଡନୀ ଜନିତ ସମସ୍ୟା ଓ ଡାଇରିଆରେ ପିଡିତ ଥିଲା ।
ଓୟୁଏଟିରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ପ୍ରାୟ ୧୦ଟା ୧୫ମି.ରେ ତା’ର ମୃତ୍ୟୁ ଘଟିଛି ।
Comments are closed.