Latest Odisha News

BREAKING NEWS

Browsing Tag

nandankanan zoological park

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: କାଲିଠୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ

ଭୁବନେଶ୍ୱର: ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୂଚନା । ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏହାସହ ବଟାନିକାଲ୍ ଗାର୍ଡେନ ବି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ ନନ୍ଦନକାନନ…

ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ପ୍ରାଣୀ ଉଦ୍ୟାନର ବଟାନିକାଲ୍ ଗାର୍ଡେନରେ ଭିତରେ ଥିବା ଏକ ନିଛାଟିଆ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।…

ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ, ୬୦୦ କୋଟି ଟଙ୍କା ପାଣ୍ଠି ସହିତ ନୂଆ ରୂପ ପାଇବ ନନ୍ଦନକାନନ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ପାଣ୍ଠି ସହିତ ଏକ ନୂଆ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି। ଏହି…

ନନ୍ଦନକାନନରେ ନୀଳ ଗାଈର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ଏକ ମାଈ ୬୯ ବର୍ଷ ବୟସ୍କ ନୀଳ ଗାଈର ମୃତ୍ୟୁ ଘଟିଛି। ଉକ୍ତ ନୀଳ ଗାଈଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲା ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସମୟରେ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ଗତ ବର୍ଷ ଅକ୍ଟୋବରରେ ଚେନ୍ନାଇ ଚିଡିଆଖାନାରୁ ୮ଟି ହଳଦିଆ ଆନାକୋଣ୍ଡା ଆସିଥିବା ବେଳେ ସେ ମଧ୍ୟରୁ ଏ ଯାଏଁ ତିନିଟିର ମୃତ୍ୟୁ ହୋଇସାରିଛି ।

ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର; ଖୁବଶୀଘ୍ର ନନ୍ଦନକାନନ ଆସିବେ ଧଳା ଗଣ୍ଡା ଓ ଆଫ୍ରିକା ସିଂହ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖୁବଶୀଘ୍ର ଧଳା ଗଣ୍ଡା ଓ ଆଫ୍ରିକା ସିଂହ ସହ ଅନ୍ୟ ବିଦେଶୀ ପଶୁ ଆସିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯାହା ପଶୁପ୍ରେମୀଙ୍କ ପାଇଁ ଏକପ୍ରକାର ଖୁସି ଖବର। ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ଦିନ ନନ୍ଦନକାନନ…

ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ଦିନତଳେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଦିନ ପୁଣି ଆଉ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏହାବ୍ୟତିତ ଅନ୍ୟ ୩ଟି ଆନାକୋଣ୍ଡାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ନେଇ ପ୍ରାଣୀ ଉଦ୍ୟାନ୍…

ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଅପରାହ୍ନରେ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନନ୍ଦନକାନନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ମୃତ ଆନାକୋଣ୍ଡା ଶରୀରର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ।…

ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଦିନ ଶୁଭ୍ରାଂଶୁ ନାମକ ଏକ ଅଣ୍ଡିରା ଧଳା ବାଘର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଏହି ୫ ବର୍ଷର୍ୀୟ ଧଳା ବାଘଟି ଗତ କିଛି ଦିନ ହେବ କିଡନୀ ଜନିତ ସମସ୍ୟା ଓ ଡାଇରିଆରେ ପିଡିତ…