Latest Odisha News

BREAKING NEWS

ଓଡିଶା ଡିଜିପି ଆରପି ଶର୍ମାଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର : ଓଡିଶା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଧର୍ମପତ୍ନୀ ତୁଷାର ଶର୍ମାଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି ।

 

ସ୍ୱର୍ଗତଃ ତୁଷାର ଦୀର୍ଘ ଦିନଧରି ହେବ ଫୁସଫୁସ୍ ସଂକ୍ରମଣରେ ପିଡିତ ହୋଇ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ବୋଲି ପରିବାର ବର୍ଗ ସୂଚନା ପ୍ରଦାନ କରିଛନ୍ତି ।

ଏହି ଦମ୍ପତି ମାର୍ଚ୍ଚ ୯ ତାରିଖରେ ନିଜର ବିବାହ ବାର୍ଷିକି ଉତ୍ସବ ପାଳନ କରିଥିଲେ । ଏଥିସହିତ ତାଙ୍କର ୨ ଜଣ କଲେଜ ପଢୁଆ ଝିଅ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.