Latest Odisha News

BREAKING NEWS

ଜମ୍ମୁ-କଶ୍ମୀର ପତାକା ନ ଫେରାଇଲେ ତ୍ରିରଙ୍ଗା ଧରିବି ନାହିଁ: ମେହେବୁବା ମୁଫତି

ଶ୍ରୀନଗର: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପତାକା ନ ଫେରାଇଲା ପର୍ଯ୍ୟନ୍ତ ମୁଁ ତ୍ରିରଙ୍ଗା (ଭାରତର ଜାତୀୟ ପତାକା) ଧରିବି ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଭୋଟ ପାଇବା ପାଇଁ ସେ ୩୭୦ର ସହାୟତା ନେଉଛନ୍ତ ।

ଯେ ପର୍ଯ୍ୟନ୍ତ ଆମର ଅଧିକାର ନ ଫେରିଛି ସେ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିବି ନାହିଁ ବୋଲି ପିଡିପିର ଏହି ନେତା କହିଛନ୍ତି । ବେକାରୀ ସମସ୍ୟା, ଅର୍ଥବ୍ୟବସ୍ଥା ଓ ଚୀନ ସୀମା ବିବାଦର ସମାଧାନ ନ କରି କେବଳ ୩୭୦ ପଛରେ ମୋଦି ପଡିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.