Home ଦେଶ ବିଦେଶ ଜମ୍ମୁ ଓ କାଶ୍ମୀର

ଜମ୍ମୁ ଓ କାଶ୍ମୀର

Jammu & Kashmir

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜମ୍ମୁକାଶ୍ମୀର : ଆଜି ପବିତ୍ର ଦୀପାବଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀରରେ ଦୀପାବଳି ଉତ୍ସବ ପାଳନ କରିବେ। ଜମ୍ମୁକଶ୍ମୀର ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି।ଏନେଇ ମୋଦି...

ଜାମ୍ମୁ କାଶ୍ମୀରରେ ଗଠନ ହେଲା ସୁରକ୍ଷା ଏଜେନ୍ସି ଏସଆଇଏ, ଘାଟିରୁ ହେବ ଆଙ୍କବାଦୀଙ୍କ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସରକାର ଆତଙ୍କବାଦ ସହିତ ସମ୍ବନ୍ଧିତ ମାମଲାକୁ ଶୀଘ୍ର ଏବଂ ପ୍ରଭାବଶାଳୀ ତଦନ୍ତ ପାଇଁ ଗୋଟିଏ ନୂଆ ଅନୁସନ୍ଧାନକାରୀ ସଂସ୍ଥା ଏଜେନ୍ସି ଏସଆଇଏ ଗଠନ କରିଛନ୍ତି। ଏହି ଅନୁସନ୍ଧାନ ଏଜେନ୍ସିକୁ ନେଇ ସରକାର କହିଛନ୍ତି କି ଏସଆଇଏ ଦେଶର ଇନଭେଷ୍ଟିଗେସନ...

ଜାମ୍ମୁ-କାଶ୍ମୀର ଏଲଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ନାଉଶେରା ସେକ୍ଟରରେ ଏଲଓସି ନିକଟରେ ଶନିବାରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ଅଫିସର ଓ ଜଣେ ସୈନିକ ନିଜ ପ୍ରାଣ ହରାଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ ସୂତ୍ର ଅନୁସାରେ,...

ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇକୁ ଖସିଲା, ଦୁର୍ଘଟଣାରେ ୮ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଖାଇକୁ ଖସିଲା ଯାତ୍ରୀବାହୀ ମିନି ବସ୍। ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇରୁ ଖସିପଡ଼ିଛି। ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି। ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ...

ଦୋକାନୀକୁ ହତ୍ୟା କରିବାକୁ ଯାଉଥିବାବେଳେ ଯବାନ ଗୁଳିରେ ଟଳିଲା ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଯବାନ ଗୁଳିରେ ଟଳିଲେ ଆତଙ୍କୀ। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲ। ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ, ଲୋଡେଡ୍ ମ୍ୟାଗାଜିନ ଏବଂ ଗୋଟିଏ ପାକିସ୍ତାନ ନିର୍ମିତ ଗ୍ରେନେଡ଼ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି କାଶ୍ମୀର ଜୋନ୍...

ବାନ୍ଦିପୋରା ଟ୍ୟାକ୍ସି ଷ୍ଟାଣ୍ଡରେ ଗ୍ରେନେଡ଼୍ ଆକ୍ରମଣ, ୬ଜଣ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ।  ଏଥିରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରେ ଗ୍ରେନେଡ଼ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ଉଦ୍ଦେଶ୍ୟ ସୁରକ୍ଷା ବାହିନୀକୁ ଟାର୍ଗେଟ୍ ବୋଲି କୁହାଯାଇଛି। ଜାମ୍ମୁ-କାଶ୍ମୀର ପୋଲିସଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ବାନ୍ଦିପୋର ସୁମ୍ବଲପୁଲରେ ଗ୍ରେନେଡ଼...

ଜମ୍ମୁ-କଶ୍ମୀରରେ ନିଜ ଜୀବନକୁ ବିପଦରେ ପକାଇଲେ ଅମିତ ଶାହ

ଜମ୍ମୁକଶ୍ମୀର  : ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଲେଟ ପ୍ରୁଫ୍‌  କାଢି ସିଧାସଳଖ ଲୋକମାନଙ୍କ ସହ କଥା ହୋଇଛନ୍ତି। ଜମ୍ମୁକଶ୍ମୀରେ ଆତଙ୍କବାଦୀ ମୁକ୍ତ ଅଭିଯାନରେ ଯାଇଛନ୍ତି ଶାହ। ଶାହ ଶ୍ରୀନଗରରେ ଏକ ଜନସଭାରେ ଯୋଗଦେବା ସମୟରେ ସୁରକ୍ଷା...

ଜମ୍ମୁ-କାଶ୍ମୀର ପୁଂଛରେ ଆତଙ୍କୀ ହମଲା: ୩ ଯବାନ ଆହାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଂଛରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଦେଇଥିଲେ। ଏହାର ପାଲଟା ଜବାବରେ ଆତଙ୍କୀଙ୍କ ଉପରକୁ ବି ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ। ଏହି ଗୁଳିମାଡ଼ରେ ପୁଲିସ ଓ ସେନାଙ୍କ ୩ ଯବାନ ଆହତ ହୋଇଛନ୍ତି। ଏହାସହ ଜଣେ ଲକ୍ସର ଆତଙ୍କୀ ବି...

ଜମ୍ମୁକଶ୍ମୀର ଗସ୍ତରେ ଅମିତ ଶାହ, ଆତଙ୍କୀ ହମଲା ନେଇ ଆଲୋଚନା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ...

ମା’ ବୈଷ୍ଣୋଦେବୀ ଦର୍ଶନ ପାଇଁ ଗାଇଡଲାଇନ ଜାରି

ଜମ୍ମୁକାଶ୍ମୀର : ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ। କରୋନା ଗାଇଡ ଲାଇନ ମାନି କଡା କଟକଣାର ସହ ତୀର୍ଥଯାତ୍ରୀ ମାନେ ମା’ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଏହି ଗାଇଡଲାଇନ ଅନୁସାରେ ଶ୍ରଦ୍ଧାଳୁମାନେ ଆରଟି ପିସିଆର ଓ ରାପିଡ...

ସାହିତ୍ୟ