Latest Odisha News

BREAKING NEWS

ନଭେମ୍ବର ୧୩ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ ।

ବିଧାନସଭାର ଏହି ଅଧିବେଶନ ୩୦ଟି କାର୍ଯ୍ୟକାଳ ଦିବସରେ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଧିବେଶନର ୧ମ ଦିବସରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ବ୍ୟୟ ଅଟକଳ କରିବାର କାର୍ଯ୍ୟକ୍ରମ ରହିଛି ।

ଗୃହରେ ଅନୁଦାନ ଲାଗି ଆଲୋଚନା ନଭେମ୍ବର ୨୦, ୨୧ ଏବଂ ୨୨ ତାରିଖରେ ଅନୁଷ୍ଠିତ ହେବ । ତେବେ ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ଖର୍ଚ୍ଚ ଅଟକଳ ନିମନ୍ତେ ନଭେମ୍ବର ୨୫ ତାରିଖରେ ଗୃହରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.