Latest Odisha News

BREAKING NEWS

ମହିଳାଙ୍କୁ ଦୁର୍ବହାର ଘଟଣା: ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ

କଟକ: ବଦଳିଲେ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ । ଥାନାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଦଳି କରାଯାଇଛି । ମହିଳା ଜଣଙ୍କ ଡିଜିପିଙ୍କୁ ଜଣାଇବା ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଫଳରେ ବିଡାନାସୀ ଥାନା ଆଇଆଇସିଙ୍କର ବଦଳି ହୋଇଛି ।

ତେବେ ଜନତାଙ୍କୁ କିଭଳି ଭାବରେ ଭଲ ବ୍ୟବହାର କରାଯିବ, ତାହାକୁ ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ଏହାରି ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସାମ୍ନାକୁ ଆସିବା ପରେ ଡିଜିପି ଏପରି ଆକ୍ସନ ନେଇଛନ୍ତି ।

Leave A Reply

Your email address will not be published.