Latest Odisha News

BREAKING NEWS

ପେଟ ପାଇଁ ସବୁ ନାଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବାଧରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି । ବଣ୍ଡା ଘାଟି ଠାରୁ ଆରମ୍ଭ କରି ବାଲିମେଳା ,ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି କାଲିମେଳା ସବୁଠି ଗାଁ ଗାଁରେ ଆଦିବାସୀ ଲୋକେ ଏପରି ଅବାଧରେ ମଦ ପ୍ରସ୍ତୁତି କରୁଛନ୍ତି । କରୋନା ମହାମାରୀ ସମୟରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଦେଶି ମଦ ହୋଇଛି ଅଳ୍ପ ରୋଜଗାରର ଏକମାତ୍ର ମାଧ୍ୟମ ।

ହେଲେ ଏହା ଜୀବନ ହାନି କରୁଛି ସେଥିପ୍ରତି କାହାର ଦ୍ରୁଷ୍ଟି ନାହି। ଜିଲ୍ଲାର ଶହ ଶହ ଗାଁରେ ପ୍ରସ୍ତୁତ ହେଉଛି ଦେଶୀ ମଦ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଆଦିବାସୀ ମହିଳାମାନେ ମଧ୍ୟ ମଦ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଦେଖିବା ଓଡିଶା ସମ୍ବାଦର ଏକ୍ସକ୍ଲୁସିଭ ରିପୋର୍ଟ……

Leave A Reply

Your email address will not be published.