Latest Odisha News

BREAKING NEWS

କେରଳରେ ଜିକା ଭାଇରସ ନେଇ ହାଇ ଆଲର୍ଟ, ସମ୍ମୁଖକୁ ଆସିଲାଣି ୧୪ ମାମଲା

ଥିରୁଅନନ୍ତପୁରମ: କେରଳରେ ଜିକା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଏବଂ ଡାକ୍ତରୀ ଟିମକୁ ସେଠାକୁ ପଠାଯାଇଛଇ ।

BjdElectrycity

ଜିକା ଭାଇରସ ମଶା ଦ୍ୱାରା ବ୍ୟାପିଥାଏ । ଏଥିରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ନିକଟରେୀ ଜ୍ୱରର ଲକ୍ଷଣ ସହ ଶରୀର କୁଣ୍ଡେଇ ହେବା, ଆଣ୍ଠୁ ଗଣ୍ଠି ଦରଜ ହେବା ଭଳି ଲକ୍ଷଣ ଦେଖା ଦେଇଥାଏ । ଏନଆଇଭି ନିକଟରୁ ଆହୁରି ୬୦ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply

Your email address will not be published.