ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପାଳିତ ହୋଇଛି ବିଶ୍ବ କର୍କଟ ଦିବସ । ଏହି ଦିବସକୁ କେକ୍ କାଟି ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ବେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର, ଅଙ୍କୋ ସର୍ଜରୀ ବିଭାଗର କନସଲଟାଣ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି, ମେଡିକାଲ ଅଙ୍କୋଲୋଜି ବିଭାଗର ସିନିୟର କନସଲଟାଣ୍ଟ ଡାକ୍ତର ପ୍ରିୟା ପି. ନାୟକ, ରେଡିଏସନ୍ ଅଙ୍କୋଲୋଜି ବିଭାଗର କନସଲଟାଣ୍ଟ ଡାକ୍ତର ବିର ରଞ୍ଜନ ଖାଡେଙ୍ଗା, ରେଡିଏସନ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ କନସଲଟାଣ୍ଟ ଡାକ୍ତର ଶୁଭାଶିଷ ମିଶ୍ରଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଡାକ୍ତର, କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
BREAKING NEWS
- Sargun Mehta Pregnancy: ବିବାହର ୧୨ ବର୍ଷ ପରେ ରବି ଦୁବେଙ୍କ ଘରେ ପଡ଼ିବ କି କୁନି ପାଦ? ମାଆ ହେବେ ସରଗୁନ୍ ମେହେତା?
- ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ
- Odisha CM’s Public Grievance: ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ…
- Severe Road Accident: ପୃଥକ ପୃଥକ ଦୁଇଟି ଦୁର୍ଘଟଣା, ୩ ମୃତ, ଜଣେ ଗୁରୁତର
- ‘ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ ‘
- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ସମାଲୋଚନା; କହିଲେ, ସବୁ ଦେଶ ଉପରେ ୧୦% ଟାରିଫ୍ ଲାଗୁ କରିବି
- Weather Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ୪୮ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ବର୍ଷିବ
- ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ; ଠିକାସଂସ୍ଥା ନାଁରେ ଥାନାରେ ଅଭିଯୋଗ
- Ravenshaw University: ରେଭେନ୍ସାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
- Shirtless protest: AI ସମିଟରେ ସାର୍ଟଲେସ୍ ପ୍ରତିବାଦ ଘଟଣାରେ ୪ ଗିରଫ; ଏହି ୧୦ ପଏଣ୍ଟର ସହ ମାମଲାର ତଦନ୍ତ
Comments are closed.