ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ, ୬ ଲକ୍ଷ ୫୧ ହଜାର ୩୨୭ ଟି ନୂଆ କରୋନା ମାମଲା ରୁଜୁ ହୋଇଛି, ଯାହା ପରେ ମୋଟ ମାମଲା ୯ କୋଟି ୧୯ ଲକ୍ଷ ୭୬ ହଜାରକୁ ବୃଦ୍ଧି ପାଇଛି। ଅନେକ ଦେଶର କରୋନାର ଦୈନିକ ମାମଲାରେ ହ୍ରାସ ଘଟିଛି। ପୂର୍ବ ତୁଳନାରେ ମୋଟ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ବ୍ୟତୀତ ଆରୋଗ୍ୟ ହାରରେ ମଧ୍ୟ ଉନ୍ନତି ଘଟିଛି। ବର୍ତ୍ତମାନ ଏହି ସଂକ୍ରମଣ ଦ୍ୱାରା ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୬ କୋଟି ୫୮ ଲକ୍ଷ ୫୧୨ କୁ ବୃଦ୍ଧି ପାଇଛି।
BREAKING NEWS
- Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା
- India vs China: ଉଚିତ୍ ଜବାବ ଦେଇ ଚିନ୍ ର ମୁହଁ ବନ୍ଦ କଲା ଭାରତ
- ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
- ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ
- Chamoli train accident: ଟନେଲରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା; ୮୮ ଶ୍ରମିକ ଆହତ, ଓଡ଼ିଆ ଥିବା ସୂଚନା
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’, ମିଳିବ ଏହି ସବୁ ସୁବିଧା
- India becomes world’s 4th largest economy: ନୂଆବର୍ଷ ପୂର୍ବରୁ ଖୁସି ଖବର:ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
Comments are closed.