Latest Odisha News

BREAKING NEWS

ଆଟାଂର୍କାଟିକାରେ ଭାଙ୍ଗିଲା ଦୁନିଆର ସବୁଠାରୁ ବଡ ହିମଖଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଏବଂ ଉତପ୍ତ ପରିବେଶ ନକରାତ୍ମକ ପ୍ରଭାବ ଧିରେ ଧିରେ ପଡିବା ଆରମ୍ଭ କରିଲାଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସର୍ବଦା ବରଫ ଚାଦରରେ ଢ଼ାଙ୍କିହୋଇ ରହିଥିବା ଆର୍ଟାକାଟିକାରେ ମଧ୍ୟ ଏହା ତରଳିବା ଆରମ୍ଭ କରିଛି । ନିକଟରେ ଏଠାରେ ଥିବା ବିଶ୍ୱର ସବୁଠାରୁ ବଡ ହିମଖଣ୍ଡ ଭାଙ୍ଗିଯାଇଛି ।

ୟୁରୋପୀୟ ସ୍ପେଶ ଏଜେନ୍ସି ରିପୋର୍ଟ ଅନୁସାରେ ଆଇସବର୍ଗ ଏ-୭୬ର ପଶ୍ଚିମ ଅଂଶର ବଡ ଫାଟ ସୃଷ୍ଟି ହୋଇଛି । ଏହାର ଲମ୍ବ ୧୭୦ କିଲୋମିଟର ଏବଂ ପ୍ରସ୍ଥ ୨୫ କିଲୋମିଟର । ଗତ ବର୍ଷ ଦକ୍ଷିଣ ଜର୍ଜିୟାରେ ମଧ୍ୟ ଏ ଭଳି ଏକ ବଡ ହିମଖଣ୍ଡ ଭାଙ୍ଗିଥିଲା । ମଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ୧୮୮୦ ପରଠାରୁ ସମୁଦ୍ର ସ୍ତର ୯ ଇଂଚ ବଢ଼ିଯାଇଛି ।

Leave A Reply

Your email address will not be published.