Latest Odisha News

BREAKING NEWS

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି ।

ପକ୍ଷୀଟୀର ପ୍ରକୃତ ନାମ ସେକ୍ରେଟାରୀ ବାର୍ଡ । ଏହାର ଜିଓଲୋଜିକାଲ ନାମ ହସ୍ତଗତ ହୋଇ ନ ଥିଲେ ମଧ୍ୟ ସେକ୍ସିଏଷ୍ଟ ପକ୍ଷୀ ଏବେ ଚର୍ଚ୍ଚାରେ । ଏପରି କି ପ୍ରେମର ସପ୍ତାହରେ କେତେକ ବ୍ୟକ୍ତି ଯଦି ପକ୍ଷୀ ହୋଇଥାନ୍ତେ ତା’ହେଲେ ନିଶ୍ଚିତ ଭାବେ ପ୍ରେମ ନିବେଦନ କରିଥାନ୍ତେ ବୋଲି ଟୁଇଟ ଶେୟାର କରିଛନ୍ତି । ସୁନ୍ଦରୀ ତରୁଣୀ ପରି ପକ୍ଷୀଟିର ଚାଲିଚଳଣ ରହିଛି ।

Leave A Reply

Your email address will not be published.