ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିରଳ କଳା କୃତି। ମାତ୍ର ୧ ଏମଏମ ଲମ୍ବ ହକି ଷ୍ଟିକ୍ ତିଆରି କରିଛନ୍ତି। ଓଡ଼ିଶାରେ ବିଶ୍ୱକପ୍ ହକି ଆୟୋଜନ ଅବସରରେ ସତ୍ୟଙ୍କ କଳାକୃତି କାଠରେ ୨ଟି ହକିଷ୍ଟିକ୍ ତିଆରି କରିଛନ୍ତି ଯାହାର ଲମ୍ବ ୧ଏମ୍ଏମ୍ ଏବଂ ଓସାର ୫ଏମ୍ଏମ୍। ଅନ୍ୟଟିର ଲମ୍ବ ୧ଏମ୍ଏମ୍ ଏବଂ ଓସାର ୧ସିଏମ୍ ରଙ୍ଗ ଦେଇଛନ୍ତି। ଏହାକୁ ତିଆରି କରିବାକୁ ୩୦ମିନିଟ୍ ସମୟ ଲାଗିଛି। ଏହା ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ସହ ଅନେକ ରେକର୍ଡସ୍ କରିବ ବୋଲି ଆଶା ରଖିଛନ୍ତି ସତ୍ୟ।
BREAKING NEWS
- ଆସନ୍ତକାଲି ରାଜକୀୟ ସମ୍ମାନ ସହ ହେବ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର
- ‘୪୯୮ଏ’ ଟି କାଫେ; ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ବ୍ୟକ୍ତି ହାତରେ ହାତକଡି ପକାଇ ଏଭଳି କଲେ…
- ଆଉ ଏୟାର ଇଣ୍ଡିଆରେ ଯାତ୍ରା କରିବି ନାହିଁ; କାହିଁକି ଏଭଳି କହିଲେ ଡେଭିଡ୍ ୱାର୍ଣ୍ଣର
- ଓଲଟିଲା ଯାତ୍ରୀବାହୀ ବସ୍,ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି
- ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୬ ମୃତ
- ସୁନ୍ଦରଗଡରୁ ବିସ୍ଫୋରକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
- ‘ରାଜ୍ୟ ସରକାର ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ’
- କ’ଣ ଏହି ହରମୁଜ୍ ପ୍ରଣାଳୀ? ଇରାନ- ଇସ୍ରାଏଲ ଯୁଦ୍ଧ କିପରି ଅନ୍ୟଦେଶକୁ କରିପାରେ ହଟହଟା…..
- ଚଳଚଞ୍ଚଳ ରଥଖଳା: ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ
- ବରଗଡ଼ରେ ଭୋଜି ଖାଇ ୧୮ ଅସୁସ୍ଥ
Comments are closed.