Latest Odisha News

BREAKING NEWS

ୟୋ ୟୋ ହନୀ ସିଂଙ୍କ ନୂତନ ଆଲବମର ନାମ ଲୋକା

ମୁମ୍ବାଇ: ଲୋକପ୍ରିୟ ର‌୍ୟାପର ୟୋ ୟୋ ହନୀ ସିଂ ଦୀର୍ଘ ଦିନ ପରେ ପୁନର୍ବାର ସଙ୍ଗୀତ ଦୁନିଆକୁ ଫେରିଛନ୍ତି । ତାଙ୍କର ନୂତନ ଆଲବମର ନାମ ଲୋକା ରଖିଛନ୍ତି । ସୋସିଆଲ ନେଟୱର୍କିଂ ସାଇଟରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମୋର ନୂତନ ସଙ୍ଗୀତ ଲୋକା ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ ବୋଲି ସେ କହିଛନ୍ତି । ଲୋକାର ମାନେ କ୍ରେଜି । ଏହା ମୋ ପକ୍ଷରୁ ଆପଣମାନଙ୍କୁ ଭାଲେଂଟାଇନ ଉପହାର । ଏହି ଗୀତରେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ନୂତନ ଲୁକରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.