Latest Odisha News

BREAKING NEWS

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଖାରବେଳ ନଗର ପୋଲିସ ସ୍ଥାନୀୟ ଅଞ୍ଚଳରରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି । ନବଳିକାଟିକୁ ଜଣେ ଯୁବକ ଅପହରଣ କରିଥିବା ଅଭଯୋଗ ହୋଇଥିଲା । ଅଭିଯୁକ୍ତ ଜଣଙ୍କର ନାମ ସ୍ୱନୋଜ ବାରିକ ଓ ସେ କଟକର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ନାବଳିକା ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରର ୟୁନିଟ-୯ ଠାରୁ ଅପହରଣ କରାଯାଇଥିଲା । ଝିଅର ବାପମାଆ ଏନେଇ ଖାରବେଳ ନଗର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.