Latest Odisha News

BREAKING NEWS

କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କାଠଯୋଡ଼ି ବ୍ରିଜ୍ ଉପରୁ ନଦୀ ଭିତରକୁ ଡେଇଁଲେ ଜଣେ ଯୁବକ । ଭୁବନେଶ୍ୱର-କଟକ ରାସ୍ତାରେ ସ୍କୁଟି ରଖି ମହିଳା ନଦୀ ଉତରକୁ ଡେଇଁଛନ୍ତି । ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳରେ ।

ତାଙ୍କ ନାଁ ସପନ କୁମାର ବେହେରା ଓ ବୟସ ୨୯ ବର୍ଷ । ସେ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ସପନ କାହିଁକି ନଦୀ ଭିରତକୁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ଓଡ୍ରାଫ ଟିମ୍ ।

Leave A Reply

Your email address will not be published.