Latest Odisha News

BREAKING NEWS

ଗାଁ ସବୁ ନଷ୍ଟ ହୋଇଗଲା ପରେ…

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର…

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ…

ସ୍କୁଲ ଶିକ୍ଷା ସମସ୍ୟା ଓ ସମାଧାନ

ଗଣମାଧ୍ୟମରେ ଏବେ ସ୍କୁଲ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଅନଲାଇନ ଶିକ୍ଷା ନାଁରେ ଗଣଶିକ୍ଷା ବିଭାଗ ଚଳେଇଥିବା ପ୍ରହସନରେ ୭୦ ପ୍ରତିଶତରୁ ଅଧିକ ପିଲା ସାମିଲ ହୋଇ ପାରୁ ନାହାନ୍ତି । ଏହା ହିଁ ବାସ୍ତବ ଚିତ୍ର । ଏହାକୁ ହୁଏତ ଗଣଶିକ୍ଷା ବିଭାଗ ମାନିପାରେ କିମ୍ବା ନିଜେ କରୁଥିବା…

୭୫ ବର୍ଷର ସ୍ମରଣୀୟ ଯାତ୍ରା: ଏନ୍‍.ସି. କଲେଜ

ଯାଜପୁର ପରି ସଂସ୍କୃତି ଓ ଐତିହ୍ୟ ସଂପନ୍ନ ଅଞ୍ଚଳରେ ଶିକ୍ଷାଦାନ ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ଯଥେଷ୍ଟ ଆଗରୁ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା ସ୍କୁଲ କେବେଠାରୁ ୧୨୫ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ଶିକ୍ଷକ ଓ ଶିକ୍ଷାଦାନର ପରଂପରା ସବୁଦିନେ ଯାଜପୁରରେ ଅନନ୍ୟ । ସେଇଲାଗି ସେ ସହର ଓ…

କଂଗ୍ରେସ କରୁଛି କଣ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସତରେ କଂଗ୍ରେସ କରୁଛି କଣ? ଏ ପ୍ରଶ୍ନ ଏବେ ବାରବାର ସାମ୍ନାକୁ ଆସଛି, ତାହା ପୁଣି ଜୋରଦାର ଢଙ୍ଗରେ । ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଘଟଣା ପରେ ଏହାର ପ୍ରାସଙ୍ଗିକତା ଆହୁରି ବଢି ଯାଇଛି । ଯେଉଁ ଢଙ୍ଗରେ ଜାତୀୟସ୍ତରରେ…

ସତରେ ଥିଲେ କର୍ମବୀର- ଗୌରୀ ଶଙ୍କର

(ଗୌରୀ ଶଙ୍କର ରାୟଙ୍କ ଜନ୍ମଦିନ ଅବସରରେ) ଓଡ଼ିଆ ସାମ୍ବାଦିକତାର ଜନକ ଭାବେ କର୍ମବୀର ଗୌରୀ ଶଙ୍କର ରାୟ ପରିଚିତ । ସେ ଥିଲେ ଓଡ଼ିଶାର ପ୍ରଥବ ଖବରକାଗଜ- ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ । ଓଡ଼ିଆର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା, ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱାଧୀନତା…

ସରକାରୀ ଗୋତି ଶ୍ରମିକ: ଠିକା ଚାକିରିଆ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କେଇ ମାସ ତଳେ ମୋର ଜଣେ ସହକର୍ମୀଙ୍କ ବାହାଘର ପ୍ରସ୍ତାବଟେ ଆସିଲା । ମତେ ସାଙ୍ଗରେ ଝିଅ ଦେଖିବାକୁ ଯିବାକୁ ପଡ଼ିଲା । ମୁଁ ମୋ ଜୀବନରେ ଝିଅ ଦେଖିବାକୁ ଥରେ ଯାଇଛି ଆଉ ତା’ପରେ ଯିବିନି ବୋଲି ନିଷ୍ପତ୍ତି ନେଇଛି । ନିଜ…

ମଣିଷର ମନ ଆଉ ଜୀବନ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆମେ ସମସ୍ତେ ବଞ୍ଚୁଥିବା ଜୀବନର ଗୋଟିଏ ବେଶ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଏ ଲେଖା । ବିଶେଷକରି କରୋନା ସମୟରେ ଯେତେବେଳେ ଆମେ ସଭିଏଁ ଆମ ପରିବାର, ଆମ ପରିବାର ବୋଲି ହୁରି ପକେଇଲେ, ସେହି ସମୟରେ ଏ କଥା ବିଶେଷ ଭାବେ…

ଅନୁଭୂତିରେ ଶ୍ରୀଜଗନ୍ନାଥ: ଗୋଟେ ଅଭୁଲା ପ୍ରସାଦର ଗପ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଗଲା  ଜୁଲାଇ ମାସର କଥା । କଳାହାଣ୍ଡିର ବିଶ୍ୱନାଥପୁର ରହଣିର ସେଦିନ ଶେଷ ଦିନ ଥାଏ । ସଂଜକୁ ଭୁବନେଶ୍ୱର ଫେରିବାର ଥାଏ । ପୁଣି ବସ୍ ଯୋଗେ । ବସ୍ ସଂଜ ଛଅକୁ ଛାଡ଼େ । ଆଉ ବାପୁନ ଓ ମତେ ବୁଲିବାକୁ ଯିବାର ଥାଏ…

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ…