Latest Odisha News

BREAKING NEWS

ପିଆଜ ବୋମା…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ରାଜ୍ୟରେ ପିଆଜ ଦର ୧୫୦ ଛୁଇଁଲାଣି କେବେଠାରୁ । ରାଜ୍ୟର କେଉଁ ଇଲାକାରେ କେତେ ଦାମରେ ପିଆଜ ବିକ୍ରି ହେଉଛି, କେହି ତାର ହିସାବ ରଖୁ ନାହାନ୍ତି । କୋଉ ଦିନ ୧୨୦ ଟଙ୍କାରେ କିଲେ ପିଆଜ କଥା ଆସୁଛି ତ କୋଉ ଦିନ ୧୬୦ରେ କିଲେ…

ଶୀଘ୍ର ପଦକ୍ଷେପ ନିଅ

ପ୍ରତି ବୁଧବାର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକିସ ଚଳିତ ବିଧାନସଭାରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାର ପରିସଂଖ୍ୟାନ ରାଜ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ବିଶେଷ କରି କୁନି କୁନି ଝିଅ ପିଲାଙ୍କ…

ଠିକା ଚାକିରି

ଠିକା ଚାକିରି ଜ୍ୟୋତି ପ୍ରକାଶ ମହାପାତ୍ର ‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ ସେଇଠି ଯୋଗ ଦେଇଥିଲି ।…

ମହାବାତ୍ୟା ସ୍ମୃତି

ମୁଁ ଗାଁକୁ ଯାଇଥାଏ ଦୂର୍ଗାପୂଜାରେ । ୧୯୯୯ ମସିହା।ରେଡ଼ିଓରେ ଖବର ଆସିଲା ବ୍ରହ୍ମପୁର ଓ ଆନ୍ଧ୍ର ଆଡ଼କୁ ଖୁବ ଜୋରରେ ବାତ୍ୟା ଆସୁଛି । ଆମ ଗାଁରେ ଭୀଷଣ ବର୍ଷା ହେଲା। ନବମୀ ଭୋଜି ବି ଠିକ ଭାବେ ହୋଇ ପାରିଲାନି । ପଚରା କାଦୁଅ ଭିତରେ ଭସାଣୀ ସରିଲା। ଦଶରା ଭାସିଗଲା। କେଇ ଦିନ ପରେ ମୁଁ…

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ ଜ୍ୟୋତି ପ୍ରକାଶ ମହାପାତ୍ର ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା…

ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ ଜ୍ୟୋତିପ୍ରକାଶ ମହାପାତ୍ର ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ । ୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ…

ପ୍ରସଙ୍ଗ ସରକାରୀ ବଙ୍ଗଳା

ପ୍ରସଙ୍ଗ ସରକାରୀ ବଙ୍ଗଳା ଜ୍ୟୋତିପ୍ରକାଶ ମହାପାତ୍ର ବିଧାୟକମାନଙ୍କ ସରକାରୀ ଘର ଛାଡ଼ିବାକୁ ନେଇ ରାଜ୍ୟରେ ରାଜନୀତିର କିଛି ଚିତ୍ର ପଦାକୁ ଆସିଛି । ପୂର୍ବତନ ବିଧାୟକମାନେ ଘର ଛାଡ଼ୁ ନଥିବାରୁ ନୂଆ ବିଧାୟକମାନେ ଘର ପାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବତନମାନେ ତୁରନ୍ତ ଘର ଛାଡ଼ନ୍ତୁ…

ଅସଜଡ଼ା ନିଷ୍ପତ୍ତି

ଅସଜଡ଼ା ନିଷ୍ପତ୍ତି ଜ୍ୟୋତିପ୍ରକାଶ ମହାପାତ୍ର ଅନେକ ନିଷ୍ପତ୍ତି ଏମିତି ନିଆଯାଇଛି । ଯାହା ସଂପର୍କରେ କେହି କେବେ ଭାବି ନାହାନ୍ତି । ଥରୁଟିଏ ଚିନ୍ତା କରି ନାହାନ୍ତି, ଏହାର ପରିଣାମ କଣ ହେବ । ବାସ୍‍, ନିଷ୍ପତ୍ତି ନେଇଗଲେ । ପରେ ପୁଣି ସେଠାରୁ ପଛକୁ ଫେରୁଛନ୍ତି ସରକାର । ଫଳରେ ଲୋକେ…

ଦେଢଘଣ୍ଟିଆ କ୍ଲାସ

ଦେଢଘଣ୍ଟିଆ କ୍ଲାସ ଜ୍ୟୋତିପ୍ରକାଶ ମହାପାତ୍ର ଅଚାନକ ନୂଆ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା ହୋଇଛି । ଯେଉଁଠି କୁହାଯାଇଛି- ଏଣିକି ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏହିସବୁ କ୍ଲାସ୍‍ ଏକାଥରେ ଦେଢ ଘଣ୍ଟା ହେବ…

ନାଁରେ କଣ ଅଛି?

ନାଁରେ କଣ ଅଛି? ଜ୍ୟୋତି ପ୍ରକାଶ ମହାପାତ୍ର ନାମ ବଦଳା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଷ୍ଟେସନଠାରୁ ଆରମ୍ଭ କରି ସହରର ନାଁ ଗୁଡ଼ିକ ଯୋଗୀ ବଦଳାଇ ଦେଇଛନ୍ତି । ଏପରିକି ମୁଗଲସରାଇ ଭାବେ ପ୍ରସିଦ୍ଧ ରେଳ ଜଙ୍କସନର ନାଁ ଆଦି ସବୁ ସେ…