Latest Odisha News

BREAKING NEWS

Browsing Tag

Jharsuguda SP

ମନ୍ତ୍ରୀଙ୍କୁ ASIଙ୍କ ହତ୍ୟା ପରେ ବଦଳିଲେ ଏସପି ଓ ଏସଡିପିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ASI ହତ୍ୟା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଝାରସୁଗୁଡ଼ା ଏସପିଙ୍କ ସହ ବ୍ରଜରାଜନଗର ଏସଡିପିଓ । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।…

ଲକଡାଉନରେ ପୋଲିସର ମାଡ ଥିଓରୀ: ତଦନ୍ତ ନିର୍ଦ୍ଦେଶ

ଝାରସୁଗୁଡା: ଝାରସୁଗୁଡାରେ ଲକଡାଉନରେ ଘରୁ ବାହାରିଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି । ଏସପି ଜାରି କରିଥିବା ପ୍ରେସନୋଟରେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ନାଁରେ ଏତଲା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଏତଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ-୧୯ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି ।…