ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
ତିରୁଅନନ୍ତପୁରମ୍: ରଣଜୀ ଟ୍ରଫି ଏଲାଇଟ୍ ଗ୍ରୁପ୍ ସିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ଦଳ କେରଳ ବିପକ୍ଷରେ ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । କେରଳର ପ୍ରଥମ ପାଳିର ସ୍କୋର ୪୦୪ ରନ୍ ର ଜବାବ ଦେବାକୁ ଯାଇ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ୱିକେଟ୍ ହରାଇ ୧୧୪ ରନ୍…