ମାଲକାନଗିରି:ବାହାରକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ଶିଶୁ ସୁରକ୍ଷା କମିଟି ଓ ପୁଲିସର ମିଳିତ ଚଢାଉ ବେଳେ ୩ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଟଙ୍କାର ଲୋଭ ଦେଖାଇ ମାଲକାନଗିରି ଅଞ୍ଚଳରୁ ଏହି ପିଲାଙ୍କୁୂ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ଏବେ ଉଦ୍ଧାର କରାଯାଇଥିବା ଶିଶୁଙ୍କୁ ଆର୍ଥିକ ସହାୟତା ଦିଆଯିବା ସହିତ ଅନ୍ୟ ଆଡେ ଥଇଥାନ କରାଯିବ
BREAKING NEWS
- Gold & Silver Rate: ୧୦ହଜାର କମ୍ ହେଲା ସୁନା, ରୂପା ଦର ବି ଖସିଲା
- ଆମେରିକା ସହ ସବୁ ସମ୍ପର୍କ ଶେଷ !
- IPL: କ୍ରିକେଟ୍ ପଡ଼ିଆରେ ଟଙ୍କାର ବର୍ଷା !
- ମୁଖ କ୍ୟାନସରରେ ୧୦ ବର୍ଷରେ ୩ ହଜାର ମୃତ
- ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ
- ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶା ହେବ ମାଓ ମୁକ୍ତ: ମୁଖ୍ୟମନ୍ତ୍ରୀ
- ଏପ୍ରିଲ୍ରୁ ମହଙ୍ଗା ହେବ ବିମାନ ଯାତ୍ରା
- ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା; ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
- ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ପଦ୍ମ ଛାଡି ହାତ ଧରିଲେ ଏହି ପ୍ରଭାବଶାଳୀ ନେତା
- ପୁରୀ ବସଷ୍ଟାଣ୍ଡରେ ବଡଧରଣର ଅଗ୍ନିକାଣ୍ଡ
Comments are closed.